ମୋଦା Modā

  • ସଂ. ବି (ମୁଦ୍ ଧାତୁ+କର୍ତ୍ତୃ. ଅ+ଆ) — ଅଜମୋଦା; ବଣ ଜୁଆଣି — Wild carraway; Ligusticum Ajwan
  • ସଂ. ବି (ମୁଦ୍ ଧାତୁ+କର୍ତ୍ତୃ. ଅ+ଆ) — ଜୁଆଣି — The Carraway. Carum Carin; Carum Ajowan
  • ଦେ. ବି (ସଂ. ମୋଦ) — ଆମୋଦ; ଆନନ୍ଦ — Pleasure; delight
  • ଦେ. ବି (ସଂ. ମୋଦ) — [ଉ— ବିଦା ସଦା ମୋଦା ଗଦା ଗରଧର ବର ତାର ତାହି ବିହି— ଭଞ୍ଜ. ବୈଦେହୀଶବିଳାସ।]