ମୋତିହାରୀ Motihārī

  • ଦେ. ବି — ଏକ ପ୍ରକାର ନିକୃଷ୍ଟ ଧୂଆଁପତ୍ର — A Sort of inferior tobacco
  • ଦେ. ବି — [ଦ୍ର— ବଙ୍ଗ— ଦେଶର ମୋତିହାର ନାମକ ସ୍ଥାନରେ ହେଉଥିବାରୁ ଏହି ନାମ।]