ମୋତିଝଡ଼ାଇବା Motijhaṟḍ̠āibā
- ଦେ. କ୍ରି (ଲକ୍ଷଣାର୍ଥ) — ମନକୁ ମୋହିବା ପ୍ରକାରେ ହସିବା — To laugh sweety
- ଦେ. କ୍ରି (ଲକ୍ଷଣାର୍ଥ) — ଲୁହ ଗଡ଼ାଇବା; କାନ୍ଦିବା — To shed tears
- ଦେ. କ୍ରି (ଲକ୍ଷଣାର୍ଥ) — ଅତି ସୁନ୍ଦର ଗୋଲ, ଛୋଟ ଓ ସ୍ପଷ୍ଟ ଅକ୍ଷର ଲେଖିବା — To write small round and clear letters
- ଦେ. କ୍ରି (ଲକ୍ଷଣାର୍ଥ) — ମନକୁ ମୋହିବା ପ୍ରକାରେ କଥା କହିବା — To speak sweetly