ମୋତି ମାଳ Moti māḻa

  • ଦେ. ବି (ସଂ. ମୌକ୍ତିକମାଳା) — କଣ୍ଠାଭରଣ— ବିଶେଷ — A neck-lace
  • ଦେ. ବି (ସଂ. ମୌକ୍ତିକମାଳା) — [ଉ— କାଚମାଳୀ ମୋତିମାଳୀ କଣ୍ଠାମାଳୀ ମଞ୍ଜୁ. କମ୍ବୂକର୍ଣ୍ଣେ ଲଗାଇ ଅଛି କି କୁନ୍ଦା ରଜ୍ଜୁ। ଭଞ୍ଜ. ଲାବଣ୍ୟବତୀ।]