ମୋଟା ଦେହ କୁଟା ପରାଏ କରିବା Moṭā deha kuṭā parāekaribā

  • ଦେ. କ୍ରି — ଦେହକୁ ଚିନ୍ତାରେ କ୍ଷୀଣ ବା ଖିନ୍ନ କରି ଦେବା — To be- come emaciated on account of anxiety
  • ଦେ. କ୍ରି — (ଉ—ବଡ଼ କରି ନିଶ୍ୱାସଟିଏ ପକାଇଲେ, ମୋଟା ଦେହ କୁଟା ପରାଏ କରି ଦେଲେ। କୃଷ୍ଣସିଂହ ମହାଭାରତ ବନ।)