ମୋଟା କଥା Moṭā kathā

  • ଦେ. ବି — ସ୍ଥୂଳ କଥା; ଯେଉଁ କଥାରେ ସୂକ୍ଷ୍ମ ବୁଦ୍ଧିର ଆବଶ୍ୟକତା ହୁଏ ନାହିଁ — Words not requiring sharpness of intellect to understand
  • ଦେ. ବି — ଯେଉଁ ଯେଉଁ କଥା ମୋଟା ସ୍ୱରରେ କୁହା ଯାଏ — Words which are uttered with loud or hoarse tone