ମୋଚିମାଚି କରି ରଖିବା Mochimāchi kari rakibā

  • ପ୍ରାଦେ. (ଗଡ଼ଜାତ) କ୍ରି — ଖେଳାଇ ଦିଆଯାଇଥିବା ବା ଲମ୍ବା ପଦାର୍ଥକୁ ଭାଙ୍ଗି ଭୁଙ୍ଗି ଗୋଟାଇ କରି ଏକତ୍ର ରଖିବା — To collect and pack up scattered articles