ମୋଚି ପାଣି Mochi pāṇi

  • ଦେ. ବି — ଯୋତା, ଚମଡ଼ା, ବିଷ୍ଠା ଆଦି ଗୋଳାଇ ପ୍ରସ୍ତୁତ କରାଯିବା ଦୁର୍ଗନ୍ଧ ପାଣି — Shoes, leather bits and night soil mixed in water
  • ଦେ. ବି — [ଦ୍ର—ଏହା ଦୁଷ୍ଟ ବ୍ଯକ୍ତିଙ୍କର ମୁହଁରେ ଦଣ୍ଡ ସ୍ୱରୁପ ଢଳାଯାଏ ଓ ଯେଉଁ ବ୍ଯକ୍ତି ଗୁଣୀ ଗାରଡ଼ୀ ଆଦି କରି ଲୋକଙ୍କର ଅନିଷ୍ଟ କରୁଥାଏ, ତାକୁ ଧରି ତା ମୁହଁରେ ଏହି ମୋଚି ପାଣି ଢାଳିଲେ ତାହାର କରାମତ୍ ଲୁପ୍ତ ହୋଇ ଯାଏ ବୋଲି ଲୋକ ବିଶ୍ୱାସ ଅଛି।]