ମୋଘ ଜ୍ଞାନ Mogha jn̄āna

  • ସଂ. ବିଣ. ପୁଂ (ବହୁବ୍ରୀହି) — ଧର୍ମଜ୍ଞାନବିରହିତ — Bereft of religious knowledge
  • ସଂ. ବିଣ. ପୁଂ (ବହୁବ୍ରୀହି) — ବୃଥା ଜ୍ଞାନ ଅନୁଶୀଳନକାରୀ (ବ୍ଯକ୍ତି) — Cultivating vain knowledge