ମୋଗଲ୍ୟାଣ Mogalyāṇa

  • ଦେ. ବିଣ — ମୋଗଲ ସମ୍ରାଟଙ୍କ ଅଧିକୃତ — Occupied or invaded by the Moghals
  • ଦେ. ବିଣ — (ଉ—ଅମୁକ ସମୟରେ ଓଡ଼ିଶା ମୋଗଲ୍ୟାଣ ହୋଇଲା। ପୁରୀ ମାଦଳାପାଞ୍ଜୀ।)