ମୋଗଲ ବନ୍ଦି Mogala bandi

  • ବୈଦେ. ବି — ଆକବରଙ୍କ ପ୍ରଧାନ ସେନାପତି ଟୋଡର ମଲ୍ଲଙ୍କ ଦ୍ୱାରା ମୋଗଲମାନଙ୍କର ଖାସ୍ ଶାସନକୁ ଆସିଥିବା ଓଡ଼ିଶାର ସମୁଦ୍ର ଉପକୂଳସ୍ଥ (କଟକ, ପୁରୀ ଓ ବାଲେଶ୍ୱର) ଜିଲ୍ଲାମାନ — The three British destricts of Orissa (Cuttack, Puri and Balasore) along the sea coast which was formerly under the direct administration of the Moghal emperors
  • ବୈଦେ. ବି — [ଦ୍ର—କଥିତ ଅଛି ଯେ ଆକବରଙ୍କ ସେନାପତି ଟୋଡର ମଲ୍ଲ 1580 ସାଲରେ ଓଡ଼ିଶା ଅଧିକାର କରି ସାମନ୍ତ ଓ ସେବକ ରାଜାମାନଙ୍କ ଶାସିତ ରାଜ୍ୟକୁ ଗଡ଼ଜାତ, ଓ ମୋଗଲ ଶାସିତ ଖାସମାହାଲମାନଙ୍କୁ ମୋଗଲବନ୍ଦି ନାମ ଦେଲେ। — [ଦ୍ର—କଥିତ ଅଛି ଯେ ଆକବରଙ୍କ ସେନାପତି ଟୋଡର ମଲ୍ଲ1580ସାଲରେ ଓଡ଼ିଶା ଅଧିକାର କରି ସାମନ୍ତ ଓ ସେବକ ରାଜାମାନଙ୍କ ଶାସିତ ରାଜ୍ୟକୁ ଗଡ଼ଜାତ, ଓ ମୋଗଲ ଶାସିତ ଖାସମାହାଲମାନଙ୍କୁ ମୋଗଲବନ୍ଦି ନାମ ଦେଲେ
  • ବୈଦେ. ବି — ମୋଗଲବନ୍ଦିର ପଶ୍ଚିମରେ ଥିବା ପାର୍ବତ୍ୟ ଗଡ଼ଜାତ ରାଜ୍ୟ— ମାନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦେଶୀୟ ରାଜାମାନଙ୍କ ଦ୍ୱାରା ଶାସିତ ହେଉଅଛି ଓ ଉକ୍ତ ରାଜାମାନେ ଏ ପର୍ଯ୍ୟନ୍ତ ଇଂରାଜ ଗଭର୍ଣ୍ଣମେଣ୍ଟଙ୍କୁ ପେଶ୍କଶ ଦେଉଅଛନ୍ତି।]