ମୋଖାଲପ୍ Mokhālap

  • ବୈଦେ. ବି. (କଚିରିଆ) (ଆ. ମୁଖାଲିପ୍) — ମୁଖା— ଲପ୍, ପ୍ରତିକୂଳ — Inimical
  • ବୈଦେ. ବି. (କଚିରିଆ) (ଆ. ମୁଖାଲିପ୍) — ବିପ— କ୍ଷୀୟ; ଶତ୍ରୁତାପନ୍ନ — Antagonistic
  • ବୈଦେ. ବି. (କଚିରିଆ) (ଆ. ମୁଖାଲିପ୍) — ବିପରୀତ — Opposite