ମୋକ୍ଷିତ Mokshita

  • ସଂ. ବିଣ (ମୋକ୍ଷ+ଯୁକ୍ତାର୍ଥେ. ଇତ) — ମୁକ୍ତ — Freed; released; liberated; set free
  • ସଂ. ବିଣ (ମୋକ୍ଷ+ଯୁକ୍ତାର୍ଥେ. ଇତ) — ସ୍ୱାଧୀନତାପ୍ରାପ୍ତ — Emancipated