ମୈତ୍ରେୟ Ma̲i̱treya
- ସଂ. ବି (ମିତ୍ର+ସମ୍ବନ୍ଧାର୍ଥେ ଏୟ) — ମିତ୍ର ସଂବନ୍ଧୀୟ — Relating to a friend
- ବି. (ମିତ୍ର +ଅପତ୍ୟାର୍ଥେ ଏୟ) — ଋଷି ବିଶେଷ; ବିଷ୍ଣୁ ପୁରାଣର ଶ୍ରୋତା — Name of a sage who was the hearer of Bishṇu pūrāṇa
- ବି. (ମିତ୍ର +ଅପତ୍ୟାର୍ଥେ ଏୟ) — [ଦ୍ର— ଭାଗବତ ଅନୁସାରେ ଏ ପରାଶରଙ୍କ ଶିଷ୍ୟ ଥିଲେ—ହି. ଶ]
- ବି. (ମିତ୍ର +ଅପତ୍ୟାର୍ଥେ ଏୟ) — ବୁଦ୍ଧଦେବ — The Buddha
- ବି. (ମିତ୍ର +ଅପତ୍ୟାର୍ଥେ ଏୟ) — [ଦ୍ର— ଏ ବୁଦ୍ଧଦେବ ଭବିଷ୍ୟତରେ ଅବତୀର୍ଣ୍ଣ ହେବେ—ହି. ଶ]
- ବି. (ମିତ୍ର +ଅପତ୍ୟାର୍ଥେ ଏୟ) — ସଙ୍କର ଜାତି ବିଶେଷ — Name of a mixed caste
- ବି. (ମିତ୍ର +ଅପତ୍ୟାର୍ଥେ ଏୟ) — [ଦ୍ର—ଏହି ସଙ୍କର ଜାତି ବୈଦେହ ପୁରୁଷ ଔରସରେ ଆୟୋଗବ ଜାତୀୟା ସ୍ତ୍ରୀ ଗର୍ଭରେ ଜାତ। ଏମାନେ ଲୋକଙ୍କୁ ଦିନ ରାତିର ସମୟ ବିଜ୍ଞାପନ କରୁଥିଲେ।]
- ବି. (ମିତ୍ର +ଅପତ୍ୟାର୍ଥେ ଏୟ) — କୋଣାର୍କସ୍ଥ ପବିତ୍ର ବନ — A sacred forest at Koṇārka
- ବି. (ମିତ୍ର +ଅପତ୍ୟାର୍ଥେ ଏୟ) — ସୂର୍ଯ୍ୟ (ହି.ଶ) — The Sun