ମୈତ୍ରାବରୁଣ Ma̲i̱trābaruṇa
- ସଂ. ବି (ମିତ୍ରାବରୁଣ+ଅପତ୍ୟାର୍ଥେ ଅ; ଇ) — ଅଗସ୍ତ୍ୟ ଋଷି — Sage Agastya
- ସଂ. ବି (ମିତ୍ରାବରୁଣ+ଅପତ୍ୟାର୍ଥେ ଅ; ଇ) — ବଶିଷ୍ଠ ଋଷି — Sage Baṡishṭha
- ସଂ. ବି (ମିତ୍ରାବରୁଣ+ଅପତ୍ୟାର୍ଥେ ଅ; ଇ) — [ଦ୍ର— କଥିତ ଅଛି ଯେ ଉର୍ବଶୀଙ୍କ ରୂପରେ ମୋହିତ ମିତ୍ର ଓ ବରୁଣ ଦେବଦ୍ୱୟଙ୍କ ବୀର୍ଯ୍ୟ ସ୍ଖଳିତ ହୋଇ ଏକ ସ୍ଥାନରେ ପଡ଼ିଲା ଓ ତହିଁରୁ ଅଗସ୍ତ୍ୟ ଓ ବଶିଷ୍ଠ ଋଷିଦ୍ୱୟ ଜାତ ହେଲେ— ହି.ଶ]