ମେଢ଼ୀ ଖମ୍ବ Meṟḍ̠ẖi khamba

  • ଦେ. ବି (ସଂ. ମେଧି+ସ୍ତମ୍ଭ) — ମେରି; ଖଳା ମଝିରେ ପୋତାଥିବା କାଠର ଖୁମ୍ବ; ଯେଉଁ ଖୁଣ୍ଟର ଚାରିପାଖରେ ଦାଉଣିରେ ଯୋଚା ହୋଇଥିବା ବଳଦମାନେ ଘାଉଁରି ଖାଇ ବୁଲନ୍ତି — A post or stake driven in the centre of a threshing floor round which the bullocks spin while treading the sheaves of corn
  • ଦେ. ବି (ସଂ. ମେଧି+ସ୍ତମ୍ଭ) — ବଡ଼ କାଠକୁ ବା ପଥରକୁ ଭୂମିରେ ସହଜରେ ଗଡ଼ାଇନେବା ପାଇଁ ତା ତଳେ ଦିଆଯିବା ପଥରର ବା କାଠର ଠେକ — Logs of wood or stone used as fulcrum while rolling heavy timbers or stones
  • ଦେ. ବି (ସଂ. ମେଧି+ସ୍ତମ୍ଭ) — ଦଳର ପ୍ରଧାନ ବ୍ଯକ୍ତି; ଦଳପତି — The head or central person amongst a group; headman
  • ଦେ. ବି (ସଂ. ମେଧି+ସ୍ତମ୍ଭ) — ନେତା — leader
  • ଦେ. ବିଣ — ପ୍ରଧାନ— (ବ୍ଯକ୍ତି) — Chief