ମେଡ଼୍ରାସ୍ ମେଲ୍ Me drās mel

  • ବୈଦେ. (ପ୍ରାଦେ) (ଗଞ୍ଜମ) ବି — (ଇଂ)— କଲିକତା ଆଦି ସ୍ଥାନରୁ ମାନ୍ଦ୍ରାଜ ନଗରକୁ ଓ ମାନ୍ଦ୍ରାଜରୁ ସେସବୁ ସ୍ଥାନକୁ ଯାଉଥିବା ବୁହ। ଡାକ—ରେଲଗାଡ଼ି — The Madras mail train