ମେହେର୍ବାନ୍ ଦୋସ୍ତାନ୍ Meher-bān dostān

  • ବୈଦେ. ଅ (ଫା; କଚିରିଆ) (ମିତ୍ର ରାଜାମାନଙ୍କ ନିକଟକୁ ପ୍ରେରିତ ପତ୍ରର ଶିରୋନାମାରେ ଲେଖାଯିବା ସମ୍ବୋଧନ) — ପ୍ରିୟତମ ଓ ସ୍ନେହୀ ବନ୍ଧୋ ! — My esteemed friend ! (used as a term of address in lettetrs written to the chiefs of friendly or feudatory states)