ମେହେରାବି Meherābi

  • ବୈଦେ. ବି (ଆ. ମେହରାବ) — ତୋରଣ — Gate
  • ବୈଦେ. ବି (ଆ. ମେହରାବ) — [ଉ— ଉଭାବହୁ ସ୍ୱର୍ଣ୍ଣସ୍ତମ୍ଭ ହୋଇ ଧାଡ଼ି ଧାଡ଼ି, ଧରି ରତ୍ନ ମେହେରୀବୀଚୟ। ଚିନ୍ତାମଣି. ବିକ୍ରମାଦିତ୍ୟ।]
  • ବୈଦେ. ବି (ଆ. ମେହରାବ) — ତୋରଣ ଉପରେ ବୁଲିବା ଖିଲାଣ — An arch over a gate way
  • ବୈଦେ. ବି (ଆ. ମେହରାବ) — ଖିଲାଣ — Arch
  • ବୈଦେ. ବି (ଆ. ମେହରାବ) — ଗୋଲାକାର ଶିଖର — Arched top
  • ବୈଦେ. ବି (ଆ. ମେହରାବ) — [ଉ— ମେହେରାବି—କ୍ରୟ ଆକାଶେ ତୋଳିଛି ମହିଷପଟା। ରାଧାନାଥ ଉଷା।]