ମେହେର କବି Mehera kabi

  • ଦେ. ବି — ସମ୍ବଲପୁର ପ୍ରସିଦ୍ଧ ଓଡ଼ିଆ କବି ଗଙ୍ଗାଧର ମେହେର — The late Gangadhar Meher, late Oriya poet
  • ଦେ. ବି — [ଦ୍ର—ମେହେର କବି ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ, କବିତାକଲ୍ଲୋଳ, ତପସ୍ୱିନୀ, ଉତ୍କଳଲକ୍ଷ୍ମୀ, ଅର୍ଘ୍ୟସ୍ଥାଳି, ଭାରତୀଭାବନା, ମହିମା, ଅହଲ୍ୟ— ସ୍ତବ, କୀଚକବଧ କାବ୍ୟ ଓ କବିମାନେ ରଚନା କରି ଓଡ଼ିଆ ସାହିତ୍ୟରେ ଅମର କୀର୍ତ୍ତି ରଖି ଯାଇଅଛନ୍ତି ଓ ତାଙ୍କ ନାମରେ ସମ୍ବଲପୁରର ଉଦ୍ୟମୀ ସାହିତ୍ୟିକମାନେ ସମ୍ବଲ— ପୁରରେ 1930 ସାଲରୁ ଗଙ୍ଗାଧର ସାହିତ୍ୟ ପରିଷଦ ପ୍ରତିଷ୍ଠା କରିଅଛନ୍ତି।] — [ଦ୍ର—ମେହେର କବି ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ, କବିତାକଲ୍ଲୋଳ, ତପସ୍ୱିନୀ, ଉତ୍କଳଲକ୍ଷ୍ମୀ, ଅର୍ଘ୍ୟସ୍ଥାଳି, ଭାରତୀଭାବନା, ମହିମା, ଅହଲ୍ୟ— ସ୍ତବ, କୀଚକବଧ କାବ୍ୟ ଓ କବିମାନେ ରଚନା କରି ଓଡ଼ିଆ ସାହିତ୍ୟରେ ଅମର କୀର୍ତ୍ତି ରଖି ଯାଇଅଛନ୍ତି ଓ ତାଙ୍କ ନାମରେ ସମ୍ବଲପୁରର ଉଦ୍ୟମୀ ସାହିତ୍ୟିକମାନେ ସମ୍ବଲ— ପୁରରେ1930ସାଲରୁ ଗଙ୍ଗାଧର ସାହିତ୍ୟ ପରିଷଦ ପ୍ରତିଷ୍ଠା କରିଅଛନ୍ତି]