ମେହର୍ବାନି Mehar-bāni

  • ବୈଦେ. ବି (ଫା. ମେହେରବାନ୍ଗୀ) — ଦୟାଳୁତା; ଦୟା — Kindness
  • ବୈଦେ. ବି (ଫା. ମେହେରବାନ୍ଗୀ) — ଅନୁଗ୍ରହ — Grace; favour
  • ବୈଦେ. ବି (ଫା. ମେହେରବାନ୍ଗୀ) — [ଉ —ରୋଜଗାର ବିଷୟରେ ମେହରବାନି କରି ପଚାରିଲେ । ଫକୀରମହନ— ଛମାଣଆଠଗୁଣ୍ଠ।]
  • ବୈଦେ. ବି (ଫା. ମେହେରବାନ୍ଗୀ) — ବନ୍ଧୁତା; ସୌହାର୍ଦ୍ଦ୍ୟ — Friendship