ମେହନତ୍ Mehanat

  • ବୈଦେ. ବି—(ଆ, ମେହନତ) — ମିହନ୍ତ; ପରିଶ୍ରମ — Labour; toil
  • ବୈଦେ. ବି—(ଆ, ମେହନତ) — [ଉ—ସେ ପିଲାଲୋକ, ଏତେ ମେହେନତ ଉଠାଇ ପାରିବି ନାହିଁ। ଫକୀରମୋହନ ଛମାଣ. ଆଠଗୁଣ।]