ମେହତର Mehatara

  • ବୈଦେ. ବି. ପୁଂ—(ଫା, ମେହରତ୍=ପରାମାଣିକ; ଜାତିର ସର୍ଦାର; ତୁଳ. ସଂ. ମହତ୍ତର) — ହାଡ଼ି; ମଳ ପରିଷ୍କକାରକ ଅସ୍ପୃଶ୍ୟ ଜାତିବିଶେଷ; ଚଣ୍ଡାଳ — The caste of sweepers and removers of nightsoil
  • ବୈଦେ. ବି. ପୁଂ—(ଫା, ମେହରତ୍=ପରାମାଣିକ; ଜାତିର ସର୍ଦାର; ତୁଳ. ସଂ. ମହତ୍ତର) — [ଦ୍ର—ବର୍ତ୍ତମାନ ଭାରତର ପଶ୍ଚିମ ସୀମାନ୍ତବର୍ତ୍ତୀ ଚିତ୍ରାଲ ଅଞ୍ଚଳର ଦେଶୀୟ ରାଜାଙ୍କ ଉପାଧି ମେହ୍ତର୍। ଆରବୀ ମେହ୍ତର୍ ଶବ୍ଦର ଅର୍ଥ ନୀଚ ବ୍ଯକ୍ତି। କିନ୍ତୁ ଏ ନୀଚ କର୍ମ— କାରୀ ହାଡ଼ିକୁ ଚାଟୂକ୍ତି ବା ଶୁଭବାଚନ — (euphemism)ରେ 'ମେହେନ୍ତର' ବୋଲି ପ୍ରଥମ ଡକା ହେଲା ତୁଳନା କର —ଓଡ଼ିଆ. ମାହାର=ହାଡ଼ି; ମାହାରାଣୀ= ହାଡ଼ିଆଣୀ]