ମେହଗେନି Mehageni

  • ଦେ. ବି—(ଇଂ ମେହଗନି) — ସାଗୁଆନ ପରି ଏକ ପ୍ରକାର କାଠ — Swietenia Mahagoni; mahogony
  • ଦେ. ବି—(ଇଂ ମେହଗନି) — [ଦ୍ର—ଏହା ନିମ୍ବାଦି ବର୍ଗର ବୃହତ୍ ତରୁ। ଏହି ଗଛ ଆମେରିକାରେ ଜନ୍ମେ; ଆଜି କାଲି ଏ ଦେଶରେ ସ୍ଥାନେ ସ୍ଥାନେ ଲଗା ଯାଉଅଛି । ମେହଗାନି କାଠ ରକ୍ତ ପୀତ ବର୍ଣ୍ଣ, କୋମଳ ଓ ସୁନ୍ଦର।
  • ଦେ. ବି—(ଇଂ ମେହଗନି) — ଆଉ ଏକ ଜାତିର ସାଗୁଆନ କାଠ — Swietenia Macrophylla
  • ଦେ. ବି—(ଇଂ ମେହଗନି) — [ଦ୍ର—ଏହି ଗଛ ଛୋଟ; ମାତ୍ର ଏହାର ପତ୍ର ବଡ଼। ଏ ଦେଶରେ ଏଥିରେ ଫୁଲ ଫଳ ଧରେ।]