ମେଷାଣ୍ଡ Meshāṇḍa

  • ସଂ. ବି — ( 6 ଷ୍ଠୀ ତତ୍) ମେଣ୍ଢାର ଅଣ୍ଡକୋଷ — (6ଷ୍ଠୀ ତତ୍) ମେଣ୍ଢାର ଅଣ୍ଡକୋଷ— . The testicle of a ram
  • ସଂ. ବି — (ବହୁବ୍ରୀହି) ଦେବରାଜ; ଇନ୍ଦ୍ର — Indra