ମେଷ ଯୁଦ୍ଧ Mesha j̄uddha

  • ବି — ଶବ୍ଦାଳଙ୍କାର ବିଶେଷ — A kind of picturesque composition
  • ବି — [ଦ୍ର—ଏଥିରେ ଯେଉଁ ପାଦ ଚଳିତ ହୁଏ ସେହି ପାଦକୁ ଓଲଟାଇ ପଢ଼ିଲେ ଠିକ୍ ସେହିତା ପଢା ଯାଏ, ଯଥା—ରସାରାଧିନୀ ଧନୀ ଧୀରା ସାର। ଗୋଲୋକ. ଇନ୍ଦୁରେଖା।]