ମେଶୋପୋଟାମିୟାଁ Meṡopoṭāmiyāñ
- ଦେ. ବି — ଆସିଆଟିକ୍ ତୁରସ୍କର ପ୍ରଦେଶ ବିଶେଷ — Mesopotamia; a province of Asiatic Turkey
- ଦେ. ବି — [ଦ୍ର—ମେସୋପୋଟାମିୟାଁ ଇଉଫ୍ରେଟିସ୍ ଓ ଟାଇଗ୍ରୀସ୍ ନଦୀ ମଧ୍ୟରେ ଅବସ୍ଥିତ। ପ୍ରାଚୀନକାଳରେ ଏହିଠାରେ ପ୍ରସିଦ୍ଧ ବାବିଲନ୍ ରାଜଧାନୀ ଥିଲା। ବିଗତ ଇଉରୋପୀୟ ମହାଯୁଦ୍ଧ( 1914 — 2 )ରେ ଏଠାରେ ଇଂରାଜମାନେ ତୁରସ୍କସଙ୍ଗେ ଯୁଦ୍ଧ କରିଥିଲେ। ଏହା ବର୍ତ୍ତମାନ ଇଂରେଜ ଅଧିକୃତ ବସରା — [ଦ୍ର—ମେସୋପୋଟାମିୟାଁ ଇଉଫ୍ରେଟିସ୍ ଓ ଟାଇଗ୍ରୀସ୍ ନଦୀ ମଧ୍ୟରେ ଅବସ୍ଥିତ ପ୍ରାଚୀନକାଳରେ ଏହିଠାରେ ପ୍ରସିଦ୍ଧ ବାବିଲନ୍ ରାଜଧାନୀ ଥିଲା ବିଗତ ଇଉରୋପୀୟ ମହାଯୁଦ୍ଧ(1914—2)ରେ ଏଠାରେ ଇଂରାଜମାନେ ତୁରସ୍କସଙ୍ଗେ ଯୁଦ୍ଧ କରିଥିଲେ ଏହା ବର୍ତ୍ତମାନ ଇଂରେଜ ଅଧିକୃତ ବସରା(Basara)ନଗର ଇଂରେଜ ଅଧିକୃତ ମେସୋପୋଟାମିୟାଁର ଦ୍ୱାର ଅଟେ ପାରସ୍ୟ ଉପସାଗର ଦେଇ ବସରା ବାଟେ ମେସୋପୋଟାମିୟାଁକୁ ଯିବାକୁ ହୁଏ]