ମେଳେଇବା Meḻeibā

  • ଦେ. କ୍ରି.—(ସଂ. ମିଳ୍ ଧାତୁ ଣିଜନ୍ତ ମେଳି ଧାତୁ) ମେଳ କରାଇବା; ମିଳାଇବା — To bring about reconciliation
  • ଦେ. କ୍ରି.—(ସଂ. ମିଳ୍ ଧାତୁ ଣିଜନ୍ତ ମେଳି ଧାତୁ) ମିଳନ କରାଇବା — To cause to meet
  • ଦେ. କ୍ରି.—(ସଂ. ମିଳ୍ ଧାତୁ ଣିଜନ୍ତ ମେଳି ଧାତୁ) ବହୁଲୋକଙ୍କ ଷଡ଼ଯନ୍ତ୍ରପୂର୍ବକ ମେଳ କରାଇବା — To bring about a conspiracy or mutiny
  • ଦେ. କ୍ରି.—(ସଂ. ମିଳ୍ ଧାତୁ ଣିଜନ୍ତ ମେଳି ଧାତୁ) ଭେଳାଇବା; ବହୁଲୋକଙ୍କୁ ଏକତ୍ର କରାଇବା — To bring together many people; to assemble a crowd
  • ଦେ. କ୍ରି.—(ସଂ. ମିଳ୍ ଧାତୁ ଣିଜନ୍ତ ମେଳି ଧାତୁ) ଦୁଇ ପଦାର୍ଥକୁ ତୁଳନା କରିବା — To compare two things with each other