ମେଲ୍ ଗାଡ଼ି Mel gāṟḍ̠i

  • ଦେ. ବି — ଯେଉଁ ଗାଡ଼ି ଦ୍ୱାରା ଡାକ ବୁହାଯାଏ — Mail cart
  • ଦେ. ବି — ଡାକ ବୁହାଯିବା ରେଳ ଗାଡ଼ି — Railway carriage for carrying mail
  • ଦେ. ବି — ମେଲ୍ ଟ୍ରେନ୍ [ଦ୍ର—ଏହିପରି ମେଲ୍ ଜାହାଜ ଓ ମେଲ୍ ବୋଟ ଆଦି ହୁଏ।]