ମେଲାମୁହାଁ Melāmuhāñ

  • ଦେ. ବିଣ — ଯାହାର ମୁହଁ ମେଲା ହୋଇଥାଏ; ଉନ୍ମୁକ୍ତ— ମୁଖ (ବୋତଲ, ନଳ ପ୍ରଭୃତି) — Open-mouthed
  • ଦେ. ବିଣ — (ପୁଂ) ଯେ ଚୁପ୍ ହୋଇ ରହି ପାରେ ନାହିଁ; ଗପଡ଼ି — One who cannot sit quiet; talkative; garrulous