ମେଲାଣି ମାଗିବା Melāṇi māgibā

  • ଦେ. କ୍ରି — କୌଣସି ବ୍ଯକ୍ତିଠାରୁ ବିଦାୟ ହେବା ପାଇଁ ଅନୁମତି ମାଗିବା — To pray to be permitted to depart
  • ଦେ. କ୍ରି — (ଉ—ଅମ୍ବୁଦ। ଗିରିଠାରୁ ମାଗ ମେଲାଣି, କାତର ଅଟଇ ମୁଁ, ରଖ ମୋ ବାଣୀ। ରାଧାନାଥ. ମେଘଦୂତ।)