ମେଲାଣି ଘେନିବା Melāṇi ghenibā

  • ଦେ. କ୍ରି — (ପ୍ରସ୍ଥାନକାରୀ ବ୍ଯକ୍ତି) ବିଦାୟ ଗ୍ରହଣ କରିବା — To bid adieu to a person before departing (said of the departing person)
  • ଦେ. କ୍ରି — (ଉ—ଘେନିଲେ ମେଲାଣି, ବେନି ନିତମ୍ବିନୀ, ବିନୟ ମଧୁର ଭାଷେ। ରାଧାନାଥ—ଉର୍ବଶୀ।)
  • ଦେ. କ୍ରି — ବିଦୟ କାଳୀନ ଉପହାର ପ୍ରାପ୍ତ ହେବା — To receive parting present