ମେଲା ଘର Melā ghara
- ଦେ. ବି — କାନ୍ଥ ନ ଥିବା ଘର — A house without walls
- ଦେ. ବି — ଦ୍ୱାର ବନ୍ଦ ହୋଇ ନ ଥିବା ଘର — Unlocked house
- ଦେ. ବି — ବଡ଼ ଲମ୍ବା ଘର, ଯାହାର ମଝିରେ କାନ୍ଥ ନ ଥାଏ; ହଲ୍; ହାଲ୍ କାମଡ଼ା — A hall
- ଦେ. ବି — ଯେଉଁ ଘରର ଗୋଟିଏ ପାଖେ କାନ୍ଥ ଥାଏ ଓ ଅନ୍ଯ 3 ପାଖେ କାନ୍ଥ ନ ଥାଏ — ଯେଉଁ ଘରର ଗୋଟିଏ ପାଖେ କାନ୍ଥ ଥାଏ ଓ ଅନ୍ଯ3ପାଖେ କାନ୍ଥ ନ ଥାଏ—. A house with 3 sides open