ମେଲ ଷ୍ଟ୍ରାମ୍ Mel shṭrām
- ବୈଦେ. ବି. (ନାମ) (ଡଚ୍; ମେଲ୍ ଷ୍ଟ୍ରାମ୍=ଜଳାବର୍ତ୍ତ) — ନରୱେ ଦେଶର ଉତ୍ତରପଶ୍ଚିମରେ ସମୁଦ୍ର ମଧ୍ୟରେ ଥିବା ଗୋଟିଏ ଅତି ଭୟଙ୍କର ଓ ବହୁଦୂର ବ୍ୟାପୀ ଜଳାବର୍ତ୍ତ — Maelstrom; a celebrated strong whirpool off the coast of Norway
- ବୈଦେ. ବି. (ନାମ) (ଡଚ୍; ମେଲ୍ ଷ୍ଟ୍ରାମ୍=ଜଳାବର୍ତ୍ତ) — [ଦ୍ର—ଏହି ଜଳାବର୍ତ୍ତର ତୋଡ଼ ଏପରି ପ୍ରବଳ ଯେ, ଏଥିର ସୀମାର କ୍ରୋଶାଧିକ ସ୍ଥାନକୁ ଜାହାଜ ସ୍ପର୍ଶ କଲେ ତାହା ଭଉଁରୀର କେନ୍ଦ୍ରକୁ ଖୁବ୍ ଜୋର୍ରେ ଝିଙ୍କି ହୋଇ ଯାଇ ତହିଁରେ ପଡ଼ି ବୁଡ଼ିଯାଏ ଏବଂ ବହୁ ଦୂରରେ ଯାଇ ପୁଣି ପାଣି ଉପରକୁ ଉଠେ। ସମଗ୍ର ପୃଥିବୀରେ ଏପରି ଭୟଙ୍କର ଦୃଶ୍ୟ ଆଉ ନାହିଁ।]