ମେଲଣ Melaṇa

  • ଦେ. ବି. (ସଂ. ମେଳନ) — ମେଳନ (ଦେଖ) — Meḻana (See)
  • ପ୍ରାଦେ. (ବାଲେଶ୍ୱର) ବି — ପର୍ବ ବିଶେଷ — A festival
  • ପ୍ରାଦେ. (ବାଲେଶ୍ୱର) ବି — ତାସ ଖେଳ ବିଶେଷ — A kind of a game at cards