ମେରୁଦଣ୍ଡ Merudaṇḍa

  • ସଂ. ବି — ପିଠିର ବେଁଶିରା ହାଡ଼; ପୃଷ୍ଠବଂଶ — The spine; spinal cord; the vertebral column
  • ସଂ. ବି — (ଭୂଗୋଳ) ପୃଥିବୀର ଉଭୟ କେନ୍ଦ୍ରକୁ ଭେଦ କରିଥିବା କାଳ୍ପନିକ ସରଳ ରେଖା। (ଏହାର ଚାରିପାଖରେ ପୃଥିବୀ ପଶ୍ଚିମରୁ ପୂର୍ବଆଡ଼କୁ ପ୍ରତିଦିନ ବୁଲୁଛି।) — The axis of the earth
  • ସଂ. ବି — (ଲକ୍ଷଣାର୍ଥ) କୌଣସି ବସ୍ତୁର ସାରାଂଶ ବା ପ୍ରଧାନ ସାର — (figurative) The marrow of any thing