ମେରୁ ଶିଖର Meru ṡikhara

  • ସଂ. ବି — ମେରୁ ପର୍ବତର ଶୃଙ୍ଗ — The summit of the mountain 'Meru'
  • ସଂ. ବି — ସ୍ୱର୍ଗ — Heaven
  • ସଂ. ବି — (ଉ—ସୁମନାବର ଜାଣିବାରେ ସମାନ ନ ଥିବ ମେରୁ ଶିଖିର। ଭଞ୍ଜ. ପ୍ରେମସୁଧାନିଧି।)