ମେରିଆ ଦେବା Meriā debā
- ଦେ. କ୍ରି — ନରବଳି ଦେବା — To offer human sacrifice to a Goddess
- ଦେ. କ୍ରି — [ଦ୍ର—କନ୍ଧ ସମାଜରୁ ଏହି ମେରିଆ ଦେବା ପ୍ରଥା 1841 ସାଲର 21 ଆଇନ ଅନୁସାରେ ସହିତ କରା ଯାଇଅଛି।] — [ଦ୍ର—କନ୍ଧ ସମାଜରୁ ଏହି ମେରିଆ ଦେବା ପ୍ରଥା1841ସାଲର21ଆଇନ ଅନୁସାରେ ସହିତ କରା ଯାଇଅଛି]