ମେନେଜରୀ Menejari

  • ଦେ. ବି (ଇଂ. ମାନେଜରି+ଦେଶଜ ପ୍ରତ୍ୟୟ ଈ) — ମାନେଜରର କର୍ମ — The act of a manager
  • ଦେ. ବି (ଇଂ. ମାନେଜରି+ଦେଶଜ ପ୍ରତ୍ୟୟ ଈ) — ମନେଜରର ପଦବୀ ବା ଚାକିରି — Managership