ମେଧାବିନୀ Medhābinī

  • ସ. ବି. ସ୍ତ୍ରୀ. (ମେଧାବିନ୍+ଈ) — ବ୍ରହ୍ମାଙ୍କ ପତ୍ନୀ — The wife of Brahmā
  • ସ. ବି. ସ୍ତ୍ରୀ. (ମେଧାବିନ୍+ଈ) — ସାରିକା — The myna bird
  • ସଂ. ବିଣ. ସ୍ତ୍ରୀ — ମେଧାବୀର ସ୍ତ୍ରୀ ଲିଙ୍ଗ — Feminine of Medhābī