ମେଧା ବତୀ Medhā batī

  • ସଂ. ବିଣ. ସ୍ତ୍ରୀ. (ମେଧାବତ୍+ସ୍ତ୍ରୀ. ଈ) — 'ମେଧାବାନ୍'ର ସ୍ତ୍ରୀଲିଙ୍ଗ — Feminine of Medhābān
  • ବି. ସ୍ତ୍ରୀ — ମହାଜ୍ୟୋତିଷ୍ମତୀ ଲତା — A phosphorescent creeper; Hailcacabum Cardiospermum