ମେଦପୁଚ୍ଛ Medapuchchha

  • ସଂ. ବି (ବହୁବ୍ରୀହି; ଯାହା ପୁଚ୍ଛରେ ମେଦ ଅଛି) — ଦୁମ୍ବା ମେଣ୍ଢା (ହି. ଶ.) — A species of sheep with a big fatty tail