ମେଥି ମୁଗ Methi muga

  • ଦେ. ବି (ସଂ. ପୀତ ମୁଦ୍ଗ) — ବନ୍ୟ ମୁଦ୍ଗ; ଏକ ପ୍ରକାର ପୀତ ବା ହଳଦିଆ ମୁଗ — A kind of Phaseolus; a leguiminous plant
  • ଦେ. ବି (ସଂ. ପୀତ ମୁଦ୍ଗ) — [ଦ୍ର—ଏହି ମୁଗର ଦାନା ସାଧାରଣ ମୁଗଠାରୁ ଛୋଟ।]