ମେଣ୍ଢ Meṇḍha

  • ଦେ. ବିଣ (ସଂ. ମୂଢ଼) — ନିର୍ବୋଧ; ଓଲ୍ଲୁ — Foolish
  • ବି — ତନ୍ତିଙ୍କର ବଂଶୋପାଧି — A family-title of weavers
  • ବି — [ଉ—ଅଲେଇ ମେଣ୍ଡ, ନିତି ବୁଣୁଥାଏ ତୋହରି ଖଣ୍ଡ—ଢଗ।]
  • ବି — (ସଂ, ମୁଣ୍ଡ) ପାଚିରୀର ମୁଣ୍ଡ ଉପରେ ଦିଆଯିବା ଚଉଡ଼ା ସ୍ତର — The top layers put or a parapet or wall
  • ବି — (ସଂ. ମେଳ) ସଂଘର୍ଷଣ; ଭେଟ; ସମ୍ମୁଖ ମିଳନ — Collision; meeting; encounter
  • ବି — [ଉ—ଦୁଇ ବଳଙ୍କର ମେଣ୍ଢ ପଡ଼ିଲା, ଅତି ପ୍ରବଳ ଲଢ଼ାଇ ହୋଇଲା—ବଜ୍ରନାଥ ସମର— ତରଙ୍ଗ।]