ମେଣ୍ଢାବାଳ Meṇḍhābāḻa

  • ଦେ. ବି — ମେଷଲୋମ — The wool or down of sheep
  • ଦେ. ବି — [ଦ୍ର—ମେଣ୍ଢାବାଳ ଜଡ଼ାତେଲ- ଦୁଇଜଣଙ୍କ ମଧ୍ୟରେ ଅଭେଦ୍ୟ ପ୍ରୀତି ଦେଖାଗଲେ, ଲୋକେ ଏହି ଉପମା ଦେଇ ଥାଆନ୍ତି— ସେ ଦୁହେଁ 'ଜଡ଼ାତେଲ ମେଣ୍ଢାବାଳ' ହୋଇଅଛନ୍ତି। ଫଳତଃ ମେଣ୍ଢାବାଳ ସଙ୍ଗେ ଜଡ଼ାତେଲ ମିଶାଇଦେଲେ ତାହା ଖୁବ୍ ଅଠାଳିଆ ହୋଇ ଜଡ଼ିଯିବାର ଦେଖାଯାଏ।]