ମେଣ୍ଢାଇବା Meṇḍhāibā

  • ଦେ. କ୍ରି — ମେଣ୍ଢାକୁ ନେଇ ହାଣମୁହଁରେ ଭରତି କରି ଦେଲାପରି କୌଣସି ବ୍ଯକ୍ତିକୁ ନେଇ କୌଣସି କାର୍ଯ୍ୟକ୍ଷେତ୍ରରେ ବା ବିପଜ୍ଜନକ ସ୍ଥାନରେ ହଠାତ୍ ଠିଆ କରାଇ ଦେବା — To present a person or to push a person to a post of danger
  • ଦେ. କ୍ରି — ଦୁଇଟି ମେଣ୍ଢାଙ୍କୁ ଲଢ଼ାଇ କରିବା ପାଇଁ ପରସ୍ପରର ସମ୍ମୁଖରେ ଜୁଟାଇ ଦେବା — To confront two rams with a view to make them fight
  • ଦେ. କ୍ରି — ଦୁଇଜଣଙ୍କୁ ଭେଟାଇବା — To cause two persons to meet
  • ପ୍ରାଦେ — (ବାମଣ୍ଡା) ପାଖରେ ପହଞ୍ଚାଇ ଦେବା — To reach a thing at a place
  • ପ୍ରାଦେ — (ବାମଣ୍ଡା) ଅନ୍ୟର ଅନିଚ୍ଛାସତ୍ୱେ ଜୋର୍ ଜବରଦସ୍ତି କରି ତାହାର ମୁଣ୍ଡରେ କୌଣସି କାର୍ଯ୍ୟ ଚପାଇ ଦେବା — To force a work upon another against one's wish