ମେଣ୍ଡରା Meṇḍrā

  • ପ୍ରାଦେ. (ସମ୍ବଲପୁର) ବି — ଲାହିଆ; ଶଗଡ଼ଚକର ନାଭିକେନ୍ଦ୍ର ବା ଛିଦ୍ରରେ ଲାଗିଥିବା ଲୁହାର ବଳୟ — Iron ring put round the hole in the nave of a wheel
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏହି ମେଣ୍ଡରା ଯୋଗୁଁ ଶଗଡ଼ ଚକର ମଧ୍ୟସ୍ଥଳରେ ଥିବା ଛିଦ୍ରକୁ ଅଖ କ୍ଷୟ କରିପାରେ ନାହିଁ।]