ମେଣ୍ଟିବା Meṇṭibā

  • ଦେ. ବି — ମିଟିବା (ଦେଖ) — Miṭibā (See)
  • ଦେ. ବି — [ଉ—ମେଣ୍ଟିବାର ନୁହଇ ମୋ ପ୍ରାଣ ଆଶା। ନନ୍ଦକିଶୋର ନିର୍ଝରିଣୀ।]
  • ଦେ. ବି — ମୀମାଂସିତ ହେବା — To be settled
  • ଦେ. ବି — ଦୂର ହେବା — To be off; to be removed
  • ଦେ. ବି — ଦୂର କରିବା — To remove; to drive away
  • ଦେ. ବି — [ଉ—ଶାଶୁ ଶଶୁରଙ୍କର ଭୟକୁ ମେଣ୍ଟିଲା। କୃଷ୍ଣସିଂହ. ମହାଭାରତ ସଭା।]
  • ଦେ. ବି — ଲଙ୍ଘିବା — To disobey; to disregard
  • ଦେ. ବି — [ଉ—ପକ୍ଷୀ ପକ୍ଷିଣୀ ଏକ ସଙ୍ଗେ ନୋହିବ, ନ କରିବୁ ତୁ ରମଣରେ; ଏହା ମେଣ୍ଟି ଯେବେ ରମଣ କରିବୁ, ଅବଶ୍ୟ ତୋର ମରଣ ରେ। ବିଶ୍ୱନାଥ ବିଚିତ୍ର— ରାମାୟଣ।]