ମେଣ୍ଟି ପାରିବା Meṇṭi pāribā

  • ଦେ. କ୍ରି — ଲଙ୍ଘନ କରିବା — To disobey
  • ଦେ. କ୍ରି — [ଉ— ତୁମ୍ଭ ଆଜ୍ଞା କିରୂପେ ପାରିବି ମୁଁ ମେଣ୍ଟି। କୃଷ୍ଣସିଂହ ମହାଭାରତ ଆଦି।]