ମେଟଦାରିଆ Moṭa dāriā

  • ଦେ. ବିଣ. — ଏକାଥରକେ ବହୁ ପରିମାଣରେ ବ୍ଯବହୃତ — Used in large quantities or on a large scale at a time
  • ଦେ. ବିଣ. — ପାଇକାରି; ଏକାଥରକେ ବହୁ ପରିମାଣରେ ବିକ୍ରି ହେଉଥିବା — Wholesale
  • ଦେ. ବିଣ. — ଏକାଥରେକେ ବହୁ ପରିମାଣରେ ପଣ୍ୟବିକ୍ରୟକାରୀ — Selling wholesale